ଟିସିଏସ (TCS) ର ୧୨,୦୦୦ କର୍ମଚାରୀଙ୍କୁ ଲେଅଫ୍‌ – ଆଇ.ଟି. ଜଗତରେ ଚିନ୍ତା ଘନିଭୂତ

ମୁମ୍ବାଇ, ୨ ଅଗଷ୍ଟ ୨୦୨୫ – ଭାରତର ବଡ଼ ଆଇ.ଟି. କମ୍ପାନୀ ଟାଟା କନସଲଟେନ୍ସି ସର୍ଭିସେସ୍ (TCS) ତାଙ୍କର ଏକ ବଡ଼ ନିଷ୍ପତିରେ ଏବେ ପର୍ଯ୍ୟନ୍ତ ୧୨,୦୦୦ କର୍ମଚାରୀଙ୍କୁ ଲେଅଫ୍‌ କରିବା ଘୋଷଣା କରିଛି। କମ୍ପାନୀର ସୂଚନା ଅନୁଯାୟୀ, ଏହି ଲେଅଫ୍‌ ତାଙ୍କର “ପ୍ରୋଜେକ୍ଟ ଅଲୋକେସନ୍” ଅଭିଯାନର ଅଂଶ ଭାବେ କରାଯାଇଛି, ଯେଉଁଠାରେ ଅନ୍ୟ ନିୟମିତ କର୍ମଚାରୀମାନେ ଦୀର୍ଘ ସମୟ ଧରି କୌଣସି ପ୍ରକଳ୍ପରେ ନ ଥିବା ପରିସ୍ଥିତିରେ ଅଛନ୍ତି।